ଜର୍ଜରିକ Jarjarika

  • ସଂ. ବିଣ. (ଜର୍ଜର +ଇକ)= ଜୀର୍ଣ୍ଣ; ଶୀର୍ଣ୍ଣ — Worne out; decayed
  • ସଂ. ବିଣ. (ଜର୍ଜର +ଇକ)= ଜରାଗ୍ରସ୍ତ — Struck or debilitated with old age
  • ସଂ. ବିଣ. (ଜର୍ଜର +ଇକ)= ପୁରାତନ ଓ ବହୁ ଛିଦ୍ରଯୁକ୍ତ — Perforated with holes and worne out (through age)