ଜର୍ଜ ଦି ଫିଫ୍ଥ୍ Jarj di phiphth
- ବୈଦେ. (ନାମ) ଇଂ — ବର୍ତ୍ତମାନ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ; ପଞ୍ଚମଜର୍ଜ; ଜର୍ଜ ନାମଧାରୀ ଇଂଲଣ୍ଡର 5 ମ ରାଜା — ବର୍ତ୍ତମାନ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ; ପଞ୍ଚମଜର୍ଜ; ଜର୍ଜ ନାମଧାରୀ ଇଂଲଣ୍ଡର5ମ ରାଜା—George V; king of England and the Emperor of India
- ବୈଦେ. (ନାମ) ଇଂ — [ଦ୍ର—ଇଂଲଣ୍ଡର ସିଂହାସନକୁ ଅଧିକାର କରିଥିବା ଜର୍ଜ ନାମଧାରୀ ରାଜାଙ୍କ ମଧ୍ୟରେ ଏ ପଞ୍ଚମ ଅଟନ୍ତି।]