ଜରୋଲ୍ Jarol

  • ଦେ. ବି — ଏକ ପ୍ରକାର ଜଙ୍ଗଲୀ ଗଛ — Jarrole tree (a wild tree)
  • ଦେ. ବି — [ଦ୍ର—ଏହାର କାଠ ଖୁବ ମଜଭୁତ୍। ଏ କାଠରେ କଡ଼ି, ଖୁଣ୍ଡ, ଗାଡ଼ିର ଚକ ଆଦି ହୁଏ। ଏ ଗଛ ସିଲ୍ହଟ, କଛାଡ଼, ଚଟଗ୍ରାମ ଓ ଉତ୍ତର ନିଳଗିରିରେ ହୁଏ।]