ଜରିମାନା Jarimānā

  • ବୈଦେ. (ଆ. ଜୂର୍ମାନା) — ଗୁଣାଗାରୀ; ଅର୍ଥଦଣ୍ଡ; ତଣ୍ଡ — Fine
  • ବୈଦେ. (ଆ. ଜୂର୍ମାନା) — ମାଳିଏ ମରନ୍ତି ଜରିମାନା ଦେଇ—ରାଧାନାଥ, ଦରବାର।