ଜରିମାନା କରିବା Jarimānā karibā

  • ଦେ. ବି — ଅର୍ଥ ଦଣ୍ଡରେ ଦଣ୍ଡିତ କରିବା; ତଣ୍ଡିବା — To mulct; to impose a fine; to pass a sentence of fine
  • ଦେ. ବି — ରହିଥାଅ ଟାକି, କରି ଜରିମାନା ଧନେ ପୂରାଇବା ଲାଗି ମାଲଖାନା—ରାଧାନାଥ, ଦରବାର।