ଜରିବ୍ ଭଉଁରିଆ Jarib bhauñriaā

  • ଦେ. ବି — ଚେନ୍ ଦ୍ୱାରା ମାପ କରାଯାଇଥିବା ପ୍ରତ୍ୟେକ କ୍ଷେତ୍ରର ବିବରଣ (ଯଥା—ଦୀର୍ଘ, ପ୍ରତି, ଦିଗ, ଅବସ୍ଥିତି ଓ କ୍ଷେତ୍ରଫଳ) ଯେଉଁ କାଗଜରେ ଲେଖାଥାଏ; ମଡ଼ାଣ ଭଉଁରିଆ — Field-book of cadastral survey