ଜରିଆ Jariā
- ବୈଦେ. ଅ (ଫା. ଜରିଏ) — ଦ୍ୱାରା; ବାଟେ — Through; by; by way of
- ବୈଦେ. ଅ (ଫା. ଜରିଏ) — (ଯଥା—ଲାଟସାହେବଙ୍କ ନିକଟକୁ କୌଣସି ଆବେଦନ ପତ୍ର ପଠାଇବାକୁ ହେଲେ ତାହା ସ୍ଥାନୀୟ ହାକିମମାନଙ୍କ ଜରିଆରେ ପଠାଇବାକୁ ହୁଏ।)
- ଦେ. ବିଣ — ଜରିଦାର୍; ଜରିଯୁକ୍ତ — Furnished with golden lace; interwoven with lace