ଜରାୟୁ Jarāyu

  • ସଂ. ବି. (ଜରା+ଇ ଧାତୁ= ପ୍ରାପ୍ତ ହେବା+କର୍ତ୍ତୃ. ଉ) — ଗଭାଶୟ — Womb; uterus
  • ସଂ. ବି. (ଜରା+ଇ ଧାତୁ= ପ୍ରାପ୍ତ ହେବା+କର୍ତ୍ତୃ. ଉ) — ଜଟାୟୁପକ୍ଷୀ — Name of a mythological vulture of great prowess
  • ସଂ. ବି. (ଜରା+ଇ ଧାତୁ= ପ୍ରାପ୍ତ ହେବା+କର୍ତ୍ତୃ. ଉ) — ଭ୍ରୂଣ; ଗର୍ଭସ୍ଥ ଶିଶୁ — Embryo
  • ସଂ. ବି. (ଜରା+ଇ ଧାତୁ= ପ୍ରାପ୍ତ ହେବା+କର୍ତ୍ତୃ. ଉ) — ଅଗ୍ନିଜାର ବୃକ୍ଷ (ଦେଖ) — Agnijāra tree (See)
  • ସଂ. ବି. (ଜରା+ଇ ଧାତୁ= ପ୍ରାପ୍ତ ହେବା+କର୍ତ୍ତୃ. ଉ) — କାର୍ତ୍ତିକେୟଙ୍କ ଅନୁଚର ବିଶେଷ — Name of an attendant of Kārttikeya
  • ସଂ. ବି. (ଜରା+ଇ ଧାତୁ= ପ୍ରାପ୍ତ ହେବା+କର୍ତ୍ତୃ. ଉ) — ଯୋନି (ହି. ଶବ୍ଦସାଗର) — Female organ