ଜରାଭୀରୁ Jarā-bhīru

  • ସଂ. ବି. ( 5 ମୀ ତତ୍; ଜରା+ଭୀରୁ) — କାମ — Cupid
  • ସଂ. ବି. ( 5 ମୀ ତତ୍; ଜରା+ଭୀରୁ) — ଦିନେ ଜରାଭୀରୁ ଭୀରୁ ସମା ରମ୍ଭାଉରୁ ଉରୁ ଧରି ବକେ ଦୃଷ୍ଟି କରୁ କରୁ—ଭଞ୍ଜ, ପ୍ରେମସୁଧାନିଧି।
  • ସଂ. ବିଣ — ବାର୍ଦ୍ଧକ୍ୟ ହେତୁ ଭୀତ; ଯେ ବୁଢ଼ା ହେବାକୁ ଡରେ — Afraid of old age