ଜର ଛାଡ଼ିବା Jara chhāṟḍ̠ibā

  • ଦେ. ବି — ଜରର ପ୍ରକୋପ ବା ତାପ କମିଯିବା — The abatement of high temperature in a person suffering from fever
  • ଦେ. ବି — ଜର ଅଇଲା ଧାନକୁଟା ବେଳକୁ ଜର ଛାଡ଼ିଲା ଭାତ ଫୁଟା ବେଳକୁ। ଢଗ।