ଜମ୍ଭ Jambha
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — ମହାପରାକ୍ରମୀ ଦୈତ୍ୟବିଶେଷ — Name of a demon
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — [ଦ୍ର—ଏ ମହିଷାସୁରର ପିତା। ଏହାକୁ ଇନ୍ଦ୍ର ବଧ କରିଥିଲେ, ତେଣୁ ଇନ୍ଦ୍ରଙ୍କୁ ଜମ୍ବାରାତି ବୋଲାଯାଏ।]
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — ଜମ୍ବିର ଫଳ; ଲେମ୍ବୁ — Lemon; citron
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — ତୂଣ — Quiver for arrows
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — ଦାନ୍ତପାଟି — The jaws
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — (+କର୍ମ. ଅ) ଭକ୍ଷ୍ୟ ବସ୍ତୁ — Food; eatables
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — ଅଂଶ; ଭାବ — Part; portion
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — ଦମ୍ଭ — Pride
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — ଟୀକା; ବ୍ୟାଖ୍ୟା — Interpretation; explanation
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — (+ଭାବ. ଅ) ଭକ୍ଷଣ — Eating
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — (+କରଣ. ଅ) ଦନ୍ତ — Tooth
- ସଂ. ବି. (ଜମ୍ଭ ଧାତୁ=ନଷ୍ଟ କରିବା+କର୍ତ୍ତୃ. ଅ) — (+କରଣ. ଅ) ହନୁ; ଗଣ୍ଡ ଦେଶର ଉପରି ଭାଗ — The upper part of the cheeks