ଜମ୍ଭଭେଦୀ Jambha-bhedī

  • ସଂ. ବି. (ଜମ୍ଭ+ଭିଦ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ; ଜମ୍ଭାସୁରକୁ ବଜ୍ରଦ୍ୱାରା ନାଶ କରିଥିବାରୁ) — ଇନ୍ଦ୍ର — God Indra
  • ସଂ. ବି. (ଜମ୍ଭ+ଭିଦ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ; ଜମ୍ଭାସୁରକୁ ବଜ୍ରଦ୍ୱାରା ନାଶ କରିଥିବାରୁ) — ବଜ୍ର — Thunderbolt