ଜମ୍ବୁଳ Jambuḻa

  • ସଂ. ବି. (ଜମ୍ବୁ+ଲା ଧାତୁ+କର୍ତ୍ତୃ. ଅ) — ଜମ୍ବିର ଲେମ୍ବୁ — Citron
  • ସଂ. ବି. (ଜମ୍ବୁ+ଲା ଧାତୁ+କର୍ତ୍ତୃ. ଅ) — ବିବାହ କାଳରେ ସ୍ତ୍ରୀମାନେ ବରକନ୍ୟାଙ୍କ ପ୍ରତି ଯେଉଁ ପରିହାସବାକ୍ୟ ପ୍ରୟୋଗ କରନ୍ତି — Jest or jesting compliments addressed to the bride and bridegroom by their friends and female relatives (Apte)