ଜମ୍ ଧରିବା Jam dharibā

  • ଦେ. କ୍ରି. (ଇଂ. ଜାମ୍=ଦୁଇ ପଦାର୍ଥ ଭିଡ଼ି ହୋଇ ଲାଗିଯିବା) — ଜଙ୍ଗ୍ ବା କଳଙ୍କି ଲାଗି ଦୁଇଟି ପଦାର୍ଥ ଦୃଢ଼ଭାବରେ ପରସ୍ପର ସହିତ ସଂଲଗ୍ନ ହୋଇଯିବା — (two things) To be jammed together on account of rust