ଜମିବାଡ଼ି Jamibāṟḍ̠i

  • ଦେ. ବି. (ସହଚର ଶବ୍ଦ; ଆ. ଜମନ୍+ସଂ. ବାଟିକା) — ଭୂସମ୍ପତ୍ତି — Landed property (generally)
  • ଦେ. ବି. (ସହଚର ଶବ୍ଦ; ଆ. ଜମନ୍+ସଂ. ବାଟିକା) — ସବୁ ଶ୍ରେଣୀର ଭୂସମ୍ପତ୍ତି — Immoveable property of all descriptions