ଜମିନ୍ ଜବତ୍ Jāmin jabat

  • ବୈଦେ. ବି. (ଆ. ଜାମିନ୍ ଓ ଫା. ଜଫ୍ତ) — (ଯେଉଁ କାର୍ଯ୍ୟ ପାଇଁ ଜାମିନ୍ଦାର୍ ନିଜର ସମ୍ପତ୍ତିକୁ ଆବଦ୍ଧ ରଖିଥାଏ ଉକ୍ତ) କାର୍ଯ୍ୟ ସାଧିତ ନ ହେଲେ ଜାମିନ୍ ଦିଆ ଯାଇଥିବା ଧନ ବା ସମ୍ପତ୍ତିର କୋରଖ — Forfeiture of surety bond