ଜମିଦାରୀ Jamidārī
- ବୈଦେ. ବି. (ଫା. ଜମିନ୍ଦାରୀ) — ଜମିଦାରଙ୍କ ଅଧିକୃତ ସମ୍ପତ୍ତି — Zamindary; estate; landed property paying revenue to Government
- ବୈଦେ. ବି. (ଫା. ଜମିନ୍ଦାରୀ) — ଜମିଦାରଙ୍କ ସ୍ୱତ୍ୱ ବା ଅବସ୍ଥା — The state of being a Zamindar
- ସଂ. ବି — ଜମିଦାରୀ ସମ୍ବନ୍ଧୀୟ — Pertaining to a Zamindary