ଜମିଦାରବଚ୍ଚା Jamidāra-bachchā

  • ବୈଦେ. ଜି — ଜମିଦାରପୁଅ (ଦେଖ) — Jamidāra-pua (See)
  • ବୈଦେ. ଜି — [ଦ୍ର—ସାଧାରଣତଃ ଓଡ଼ିଆଭାଷୀ ଲୋକେ କ୍ରୋଧ, ଦମ୍ଭ, ଅଭିମାନ, ଆଭିଜାତ୍ୟ ପ୍ରକାଶ ଓ ତିରସ୍କାର ଆଦି କଲାବେଳେ ହିନ୍ଦୁସ୍ଥାନୀ ଶବ୍ଦ ଓ ବାକ୍ୟମାନ ପ୍ରାୟଶଃ ସେମାନଙ୍କ ମୁହଁରୁ ବାହାରି ପଡ଼େ, ଏତଦ୍ଦ୍ୱାରା କଥିତ ବିଷୟ ଉପରେ — emphasis(ଜୋର୍) ଦିଆଯାଏ]