ଜମିଦାରପୁଅ Jamidāra-pua

  • ଦେ. ବି — ଜମିଦାର ବଂଶ ଜାତ ବ୍ଯକ୍ତି — A person born of a Zamindar family
  • ଦେ. ବି — ଢିଙ୍କିରେ କୁଟଇ ଗୋଲ ମରିଚ, ପୁଆରେ ମାପଇଁ ଘିଅ ମତେ କହୁଥାଉ ମୂଲିଆ ଝିଅ, ତୁ କୋଉ ଜମିଦାରପୁଅ? ଢଗ।