ଜମିଆସିବା Jami-āsibā

  • ଦେ. କ୍ରି—(ଜମିବା କ୍ରିୟାର ଅସମାପିକା ରୂପସଙ୍ଗେ ଆସିବା କ୍ରିୟାର ସମାପିକା ରୂପ ଯୁକ୍ତ) — ଜମିବାକୁ ଆରମ୍ଭ କରିବା; ଘନୀଭୂତ ହେବାକୁ ଆରମ୍ଭ କରିବା — To begin to congeal or freeze