ଜମି ରହିବା Jami rahibā

  • ଦେ. କ୍ରି. (ଆ. ଜମନା=ଠୁଳ ହେବା) — ଲାଖି ରହିବା; ଦୃଢ଼ ରୂପେ ଆସକ୍ତ ହେବା — To be engrossed with; to be bent on; to dote upon
  • ଦେ. କ୍ରି. (ଆ. ଜମନା=ଠୁଳ ହେବା) — ଜମି ରହେ ମନ ତା ଭଙ୍ଗିରେ କାହିଁ ନ ମିଳଇ ପରିତ୍ରାଣ ଗୋ। କବିସୂର୍ଯ୍ୟ, ସଙ୍ଗୀତ।