ଜମାବୃଦ୍ଧି Jamā-bṛuddhi

  • ଦେ. ବି. (ଅ ଜମା+ସଂ. ବୃଦ୍ଧି) — କୌଣସି ଜମି ନିମନ୍ତେ ପ୍ରଜା ଦେଉଥିବା ଖଜଣାର ବୃଦ୍ଧି — Enhancement of rent