ଜମାନାସ୍ତି Jamā-nāsti

  • ଦେ. ଅ (ଫା. ଜମା ଓ ସଂ. ନାସ୍ତି; ଜମାଖରଚ ଲେଖାରେ ବ୍ଯବହୃତ ଗୋଟିଏ ବାକ୍ୟ) — ଯେଉଁଠାରେ 'ଜମା' ବା ଆୟ ଘରେ କିଛି ନାହିଁ — There is nothing on the credit or income side of the accounts