ଜମାନବିସ୍ Jamā-nabis

  • ବୈଦେ. ବି. (ଫା) — ଜମିଦାରି ସିରସ୍ତାରେ ପ୍ରଜାମାନଙ୍କ ଜମିଜମାର ହିସାବଲେଖିବା ପାଇଁ ନିଯୁକ୍ତ କର୍ମଚାରୀ — A Zamindari clerk who keeps accounts of the royat's holding and rents