ଜମାଧାର୍ୟ୍ୟ ଯୋଗ୍ୟ Jamādhārj̄ya j̄ogya

  • ଦେ. ବିଣ. (ଆ. ଜମା+ସଂ. ଧାର୍ଯ୍ୟ+ଯୋଗ୍ୟ; ସେଟ୍ଲମେଣ୍ଟ ପ୍ରଚଳିତ ଶବ୍ଦ) — ଯେଉଁ ଜମି ପାଇଁ ପ୍ରଜା ଜମିଦାରଙ୍କୁ କିଛି ଖଜଣା ଦେଉ ନ ଥାଏ ଅଥଚ ଯାହା ଖଜଣାର ଯୋଗ୍ୟ — (rayati land) Liable or fit to be assessed to rent, but not paying any rent