ଜମାଉତ୍ବସ୍ତ୍ Jamāut-bast
- ବୈଦେ. ବି. (ଆ. ଜମାଅତ୍ବସ୍ତ୍) — ଅବୈଧ ଜନତା; ବେ-ଆଇନି ଜନତା — Unlawful assembly
- ବୈଦେ. ବି. (ଆ. ଜମାଅତ୍ବସ୍ତ୍) — [ଦ୍ର—ଆଇନ ଅନୁସାରେ 5 ଜଣରୁ ବେଶି, ଲୋକ କୌଣସି ବେଆଇନ କାର୍ଯ୍ୟ ବା ଅପରାଧ କରିବା ଉଦ୍ଦେଶ୍ୟରେ ଏକତ୍ର ସମବେତ ହେଲେ ତାହାକୁ ଜମାଉତ୍ବସ୍ତ୍ ବୋଲାଯାଏ। ଭାରତୀୟ ଦଣ୍ଡବିଧି ଆଇନର 141 ଦଫାରେ ଏଥିର ସଂଜ୍ଞା ଓ ତହିଁର ଦଣ୍ଡ ବିଧାନ 143 ଦଫାରେ ଅଛି।] — [ଦ୍ର—ଆଇନ ଅନୁସାରେ5ଜଣରୁ ବେଶି, ଲୋକ କୌଣସି ବେଆଇନ କାର୍ଯ୍ୟ ବା ଅପରାଧ କରିବା ଉଦ୍ଦେଶ୍ୟରେ ଏକତ୍ର ସମବେତ ହେଲେ ତାହାକୁ ଜମାଉତ୍ବସ୍ତ୍ ବୋଲାଯାଏ ଭାରତୀୟ ଦଣ୍ଡବିଧି ଆଇନର141ଦଫାରେ ଏଥିର ସଂଜ୍ଞା ଓ ତହିଁର ଦଣ୍ଡ ବିଧାନ143ଦଫାରେ ଅଛି]
- ବିଣ — ଅବୈଧ ଉଦ୍ଦେଶ୍ୟରେ ଏକତ୍ର ସମବେତ (ପାଞ୍ଚ ବା ତଦୁର୍ଦ୍ଧ ସଂଖ୍ୟକ ବ୍ଯକ୍ତି) — (five or more persons) Assembled together for some unlawful purpose