ଜମା ହେବା Jamā hebā

  • ଦେ. କ୍ରି. — (ଆ. ଜମା)—ଏକତ୍ର ହେବା — To be gathered; to be assembled
  • ଦେ. କ୍ରି. — କେତେ ମୁନି, ଋଷି, ବ୍ରାହ୍ମଣ, ରାଜା ଆସି ଜମା ହେଲେ। ନୀଳକଣ୍ଠ ଦାସ, ପିଲାଙ୍କ ରାମାୟଣ।