ଜମା ଖର୍ଚ Jamā kharcha

  • ବୈଦେ. ବି. (ଆ. ଜମା+ଖର୍ଚ ବିପରୀତ ସହଚର ଶବ୍ଦ) — ଆୟ ଓ ବ୍ଯୟ — Income and expense
  • ବୈଦେ. ବି. (ଆ. ଜମା+ଖର୍ଚ ବିପରୀତ ସହଚର ଶବ୍ଦ) — ଆୟବ୍ଯୟର ହିସାବ — Statement or account of receipts and disbursements
  • ବୈଦେ. ବି. (ଆ. ଜମା+ଖର୍ଚ ବିପରୀତ ସହଚର ଶବ୍ଦ) — ହିସାବ ବହିର ଯେଉଁ ଦୁଇ (ବାମ ଓ ଡାହାଣ) ପାଖରେ ଯଥାକ୍ରମେ ଆୟ ଓ ବ୍ଯୟର ବିବରଣମାନ ଲେଖାଯାଏ — The debit and credit sides of an account-book
  • ବୈଦେ. ବି. (ଆ. ଜମା+ଖର୍ଚ ବିପରୀତ ସହଚର ଶବ୍ଦ) — ଦୈନିକ ଜମାର ଓ ଖରଚର ହିସାବ ଲିପିବଦ୍ଧ ହୋଇଥିବା ପୁସ୍ତକ; ରୋକଡ଼ — Daily cash-book or ledger
  • ବୈଦେ. ବି. (ଆ. ଜମା+ଖର୍ଚ ବିପରୀତ ସହଚର ଶବ୍ଦ) — (ଗଣିତ) ବ୍ଯବକଳନ; ବିୟୋଗ — (Arithmetic) Subtraction; arithmetical rules of subtraction
  • ବୈଦେ. ବି. (ଆ. ଜମା+ଖର୍ଚ ବିପରୀତ ସହଚର ଶବ୍ଦ) — (ଜମା ଖର୍ଚ୍ଚ, ଜମା ଖରଚ—ଅନ୍ଯରୂପ)