ଜମା କରିବା Jamā karibā
- ଦେ. କ୍ରି. (ଆ. ଜମା=ଏକତ୍ରୀକୃତ) — ଏକତ୍ର କରିବା; ଠୁଳ କରିବା — To collect together; to heap up
- ଦେ. କ୍ରି. (ଆ. ଜମା=ଏକତ୍ରୀକୃତ) — ଝାଉଁଳିବା ନବ ତମାଳ ରମା, ଝିଙ୍କି ଆଣି ଅଙ୍ଗେ କଲଣି ଜମା। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଝ ଗୀତ।
- ଦେ. କ୍ରି. (ଆ. ଜମା=ଏକତ୍ରୀକୃତ) — ସଞ୍ଚୟ କରିବା — To hoard up
- ଦେ. କ୍ରି. (ଆ. ଜମା=ଏକତ୍ରୀକୃତ) — ଗଚ୍ଛିତ ରଖିବା — To deposite or put in trust
- ଦେ. କ୍ରି. (ଆ. ଜମା=ଏକତ୍ରୀକୃତ) — ବହୁ ଲୋକଙ୍କୁ ଏକତ୍ର ଠୁଳ କରାଇବା — To cause a multitude to assemble
- ପ୍ରାଦେ. (ସମ୍ବଲପୁର) କ୍ରି — ଦହି ମୋହିଁବା — To churn curd