ଜମଜମାଣି Jama-jamāṇi
- ପ୍ରାଦେ. (ଗଞ୍ଜାମ) ବି. (କଉଡ଼ି ହାତରେ ଧରି ପକାଇବା ସମୟରେ ଜମ୍ ଜମ୍ ଶବ୍ଦ ହେବାରୁ) — ଏକ ପ୍ରକାର କଉଡ଼ିଖେଳ — A kind of indoor game with small sea-shells
- ପ୍ରାଦେ. (ଗଞ୍ଜାମ) ବି. (କଉଡ଼ି ହାତରେ ଧରି ପକାଇବା ସମୟରେ ଜମ୍ ଜମ୍ ଶବ୍ଦ ହେବାରୁ) — ଏକ ପ୍ରକାର ଦେଶୀ ଖେଳ — A kind of outdoor country-game