ଜମକି ଉଠିବା Jamaki uṭhibā

  • ଦେ. କ୍ରି — ଆଡ଼ମ୍ବର ବା କୋଳାହଳପୂର୍ଣ୍ଣ ହେବା — To become full of grandeur and crowded
  • ଦେ. କ୍ରି — ବିପଦ ପଡ଼ିଲେ ଡାକ୍ତର ଆଉ ଓକୀଲଙ୍କ ଦୁଆର ପରି ଠାକୁରାଣୀଙ୍କ ଆସ୍ଥାନ ଜମକି ଉଠେ। ଫକାରମୋହନ, ଛମାଣ ଆଠଗୁଣ୍ଠ।