ଜମକ ଉଠିବା Jamaka uṭhibā

  • ଦେ. ବି — ଯାତ୍ରାଦିରେ ବହୁ ଲୋକଙ୍କୁ ଆକର୍ଷଣ କରି ରୁଣ୍ଡ କରାଇବାର ଅବସ୍ଥା — Being at its height (said of a show, performance or parade when the biggest possible crowd is gathered to see it)
  • ଦେ. ବି — (ଯଥା—ଆଜି ରାତିରେ ରାମନବମୀ ଯାତ୍ରାରେ ବାଳୀସୁଗ୍ରୀବ ବାହାରିଲେ ଭାରି ଜମକ ଉଠିବ।)