ଜବ୍ଦ ହେବା Jabda hebā

  • ଦେ. କ୍ରି. — ପରାଜିତ ହେବା — To be vanquished
  • ଦେ. କ୍ରି. — ଦଣ୍ଡ ପାଇ ଶିକ୍ଷା ଲାଭ କରିବା — To be taught a lesson
  • ଦେ. କ୍ରି. — (ସମ୍ପତ୍ତି) କ୍ରୋକ ହେବା — (Property) To be attached
  • ଦେ. କ୍ରି. — ଶାସିତ ହେବା; ଆୟତ୍ତ ହେବା — To be restrained or checked; to be brought under control
  • ଦେ. କ୍ରି. — ଗିରଫ୍ଦାର୍ କରାଯିବା — To be arrested
  • ଦେ. କ୍ରି. — ପୁଲିସଙ୍କ ଦ୍ୱାରା ଅଟକ ରଖାଯିବା — To be detained by the police