ଜବାବ୍ Jabāb
- ବୈଦେ. ବି. (ଆ) — ବାକ୍ୟ — Word; speech
- ବୈଦେ. ବି. (ଆ) — ଉତ୍ତର — Reply; response; answer
- ବୈଦେ. ବି. (ଆ) — ପ୍ରତ୍ୟୁତ୍ତର — Rejoinder
- ବୈଦେ. ବି. (ଆ) — ଭୃତ୍ୟାଦିଙ୍କର ପ୍ରଭୁଙ୍କୁ ଅବିନୟସୂଚକ ଉତ୍ତର — Insubordinate reply given to a master or superior
- ବୈଦେ. ବି. (ଆ) — ପତ୍ରର ଉତ୍ତର — Reply to a letter
- ବୈଦେ. ବି. (ଆ) — ମକଦମାରେ ପ୍ରତିବାଦୀ ବା ମୁଦାଲା ଦାଖଲ କରିବା ଉତ୍ତର ବା ବର୍ଣ୍ଣନାପତ୍ର — Written statement filed by a defendant or accused in a court
- ବୈଦେ. ବି. (ଆ) — [ଦ୍ର—ପୂର୍ବେ ଆମ ଦେଶରେ ମୁସଲମାନ୍ ରାଜତ୍ୱ ସମୟରେ ଯେଉଁ ମକଦମାମାନ କଚେରିରେ ହେଉଥିଲା ସେଥିରେ ବାଦୀ ଓ ପ୍ରତିବାଦିଙ୍କ ପକ୍ଷରୁ ଏକାଧିକ ଜବାବ୍ ଦାଖଲ୍ ହେଉଥିଲା। ପ୍ରତିବାଦର ପ୍ରଥମ ବର୍ଣ୍ଣନାପତ୍ର=ଜବାବ୍ — Reply to the plaint;ଦ୍ୱିତୀୟ ଜବାବ୍=ରଦ୍ଜବାବ୍—Counter-reply,ତୃତୀୟ ଜବାବ୍=କଦ୍ଜବାବ୍—Rejoinder.ଶେଷ ଜବାବ୍= ହଦ୍ଜବାବ୍—Final rejoinder, last word of the defendent.]
- ବୈଦେ. ବି. (ଆ) — ଶେଷ ଉତ୍ତର — Final reply
- ବୈଦେ. ବି. (ଆ) — କୈଫିୟତ୍ — Explanation called for officially
- ବୈଦେ. ବି. (ଆ) — ଅଙ୍ଗୀକାର — Promise
- ବୈଦେ. ବି. (ଆ) — ଚାକରକୁ ଚାକିରିରୁ ଶେଷ ବିଦାୟ ଦେବା — Diseharge or dismissal of servant from service
- ବୈଦେ. ବି. (ଆ) — ସଞ୍ଜବେଳେ ଭେଟ ପାଇବାରୁ ତାକୁ କାରବାରରୁ ଜବାବ୍ ଦେଲେ। ଫକୀରମୋହନ, ଗଳ୍ପସ୍ୱଳ୍ପ।