ଜବାବ୍ଦେହି Jabāb-dehi

  • ବୈଦେ. ବି. (ଫା. ଜବାବଦେହ୍=ଉତ୍ତରଦାୟକ; ଜବାବଦେହୀ=ଉତ୍ତରଦାୟିତ୍ୱ) — ଦାୟିତ୍ୱ — Responsibility; liability
  • ବୈଦେ. ବି. (ଫା. ଜବାବଦେହ୍=ଉତ୍ତରଦାୟକ; ଜବାବଦେହୀ=ଉତ୍ତରଦାୟିତ୍ୱ) — କୈଫିୟତ୍ — Explanation
  • ବିଣ. — ଗୁରୁତର; ଦାୟିତ୍ୱପୂର୍ଣ୍ଣ — Full of responsibility; grave
  • ବିଣ. — ଯାହା ଉପରେ ଦାୟିତ୍ୱ ଥାଏ — Responsible
  • ବିଣ. — କୌଫିୟତ୍ ଦେବାର ଉପଯୁକ୍ତ — Requiring explanation; fit to be explained