ଜବାବ୍ ଦେବା Jabāb debā

  • ଦେ. କ୍ରି — ଶବ୍ଦ କରିବା — To make or produce a sound
  • ଦେ. କ୍ରି — ଉତ୍ତର ଦେବା — To respond; to give a reply
  • ଦେ. କ୍ରି — ଭୃତ୍ୟକୁ ବରଖାସ୍ତ କରିବା — To dismiss a servant
  • ଦେ. କ୍ରି — ପ୍ରଭୁ ବା ଗୁରୁଜନମାନଙ୍କୁ ଅବିନୟସୂଚକ ଉତ୍ତର ଦେବା; ଠେଁସିବା — To give insubordinate answers to a superior
  • ଦେ. କ୍ରି — ଚାକିରିରୁ ଇସ୍ତଫା ଦେବା — To resign a post or service
  • ଦେ. କ୍ରି — ମକଦମାରେ (ପ୍ରତିବାଦି ବା ମୁଦାଲା) ନିଜର ବକ୍ତବ୍ୟ ବା ଉତ୍ତର ଦାଖଲ କରିବା — To file a written stament in a case