ଜବାବ୍ କରିବା Jabāb karibā

  • ଦେ. କ୍ରି — ପ୍ରତିବଚନ କହିବା — To respond
  • ଦେ. କ୍ରି — ଅଙ୍ଗୀକାର କରିବା — To promise
  • ଦେ. କ୍ରି — ସମୟର ସୀମା ନିର୍ଦ୍ଧାରଣ କରିବା — To fix a time-limit
  • ଦେ. କ୍ରି — ଚୁକ୍ତି କରିବା — To contract; to under- take to do a thong