ଜବାବି ତାର୍ Jabābi tār

  • ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ଏହି ଶବ୍ଦ ଏହି ଅର୍ଥରେ) — ଯେଉଁ ଟେଲିଗ୍ରାମରେ ଉତ୍ତର ପାଇଁ ପ୍ରେରକ ଖରଚା ଦାଖଲ କରଥାଏ — Reply-paid telegram