ଜବର୍ଦସ୍ତ୍ Jabar-dast

  • ବୈଦେ. ବିଣ. (ଫା. ଜବର୍ଦସ୍ତ୍) — ବଳବାନ; ବଳୁଆ; କ୍ଷମତାଶାଳୀ — Powerful; strong
  • ବୈଦେ. ବିଣ. (ଫା. ଜବର୍ଦସ୍ତ୍) — ଅଟଳ; ଦୃଢ଼ — Firm
  • ବୈଦେ. ବିଣ. (ଫା. ଜବର୍ଦସ୍ତ୍) — ଜୁଲମ୍ବାଜ୍ — Oppressive
  • ବୈଦେ. ବିଣ. (ଫା. ଜବର୍ଦସ୍ତ୍) — ବଳପ୍ରୟୋଗକାରୀ — Using force
  • ବୈଦେ. ବିଣ. (ଫା. ଜବର୍ଦସ୍ତ୍) — ଦୁର୍ଦ୍ଦମନୀୟ — Invincible