ଜବର୍ଦସ୍ତି Jabar-dasti

  • ବୈଦେ. ବି. (ଫା) — ଜୁଲମ; ପୀଡ଼ନ; ଅତ୍ୟାଚାର — Oppression
  • ବୈଦେ. ବି. (ଫା) — ଜୋର୍ ବା ବଳପ୍ରୟୋଗ — Use of force
  • ବୈଦେ. ବି. (ଫା) — ବାଧ୍ୟ କରିବା — Compulsion
  • ବୈଦେ. ବି. (ଫା) — ଅନ୍ଯାୟ — Injustice