ଜବର୍ଜଂଘ୍ Jabar-jaṁgha

  • ବୈଦେ. ବିଣ. ପୁଂ. (ଫା) — ଅସୁନ୍ଦର ଭାବରେ ଗୁଡ଼ାଏ ଲୁଗାପଟା ଦେହରେ ଗୁଡ଼ାଇ ହୋଇ— ଥିବା (ବ୍ଯକ୍ତି) — Slovenly dressed
  • ବୈଦେ. ବିଣ. ପୁଂ. (ଫା) — ବଳିଷ୍ଠ ପଦ ଜଙ୍ଘବିଶିଷ୍ଟ — Strong-legged; having sinewy legs and thighs