ଜବରଅଠା ସିହା Jabar aṭhā siha

  • ଦେ. ବି — (ଜମିଦାରୀ ଓ ମହାଜନୀ ସିରସ୍ତାରେ) ଯେଉଁ ହିସାବ ବହି ବା ସିହାରେ ଦୈନିକ ସମସ୍ତ ଆୟ ଚଢ଼ି ଥାଏ ଓ ପ୍ରତ୍ୟେକ ହିସାବର ବିବରଣ ଲେଖାଯାଇ ଥାଏ — A consolidated account book of daily receipts in zamindari and mohājani business