ଜବତ୍ କରିବା Jabat karibā

  • ଦେ. କ୍ରି — କୌଣସି ସମ୍ପତ୍ତିକୁ କୋରଖ କରିବା — to confiscate or attach a property
  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଦଣ୍ଡ ଦେଇ ସାଧ୍ୟ କରିବା — to teach a person a lesson; to crush a person
  • ଦେ. କ୍ରି — କିନ୍ତୁ ସେ ତାହା ଖାତିର ନ କରି ରାବଣକୁ ଆଗେ ଜବତ୍ କଲେ। ନୀଳକଣ୍ଠ ଦାସ, ପିଲାଙ୍କ ରାମାୟଣ।