ଜପ କରିବା Japa karibā

  • ଦେ. କ୍ରି. (ସଂ. ଜପ୍ ଧାତୁ) — ମନେ ମନେ ମନ୍ତ୍ରାଦି ପୁନଃ ପୁନଃ ଆବୃତ୍ତି କରିବା; ଜପିବା — To repeatedly mutter esoteric formulas silently
  • ଦେ. କ୍ରି. (ସଂ. ଜପ୍ ଧାତୁ) — ଜପମାଳା ସାହାଯ୍ୟରେ ସଂଖ୍ୟା ଗମନା କରି ମନ୍ତ୍ରାଦି ପୁନଃ ପୁନଃ ଜପିବା; ମାଳି ଗଡ଼ାଇବା — To tell the beads by muttering certain formulas
  • ଦେ. କ୍ରି. (ସଂ. ଜପ୍ ଧାତୁ) — କେହି ଅବା ଜପମାଳା ଜପେ ଅବିରତେ। ରାଧାନାଥ, ମହାଯାତ୍ରା।
  • ଦେ. କ୍ରି. (ସଂ. ଜପ୍ ଧାତୁ) — କୌଣସି କଥାକୁ ମନେ ମନେ ସର୍ବଦା ସ୍ମରଣ କରିବା — To constantly remember a thing
  • ଦେ. କ୍ରି. (ସଂ. ଜପ୍ ଧାତୁ) — 4 ଘୋଷିହେବା — 4ଘୋଷିହେବା— 4. To go on recapitulating or repeatedly uttering a thing