ଜନ୍ମାଧିପ Janmādhipa

  • ସଂ. ବି. ( 6 ଷ୍ଠୀ ତତ; ଜନ୍ମନ୍+ଅଧିପ) — ଶିବ; ମହାଦେବ (ହି. ଶବ୍ଦସାଗର) — God Ṡiba
  • ସଂ. ବି. ( 6 ଷ୍ଠୀ ତତ; ଜନ୍ମନ୍+ଅଧିପ) — ଜନ୍ମ ରାଶିର ଅଧିଷ୍ଠାତୃଦେବ — The presiding Deity of one's natal sign
  • ସଂ. ବି. ( 6 ଷ୍ଠୀ ତତ; ଜନ୍ମନ୍+ଅଧିପ) — ଜନ୍ମଲଗ୍ନର ସ୍ୱାମୀ — The presinding Deity of one's natal Lagna