ଜନ୍ମାଇବା Janmāibā

  • ଦେ. କ୍ରି — ଜନ୍ମିବାର ଣିଜନ୍ତ ରୂପ — The causative from of janmibā
  • ଦେ. କ୍ରି — ଜାତ କରିବା — To produce
  • ଦେ. କ୍ରି — ଘଟାଇବା — To cause to happen
  • ଦେ. କ୍ରି — ଉଦିତ କରାଇବା — To cause to rise