ଜନ୍ମସ୍ଥାନ Janma-sthāna
- ସଂ. ବି. — ଜନ୍ମଭୂମି (ଦେଖ) — Janmabhūmi (See)
- ସଂ. ବି. — ମାତୃଗର୍ଭ (ହି. ଶବ୍ଦସାଗର) — The mother's womb
- ସଂ. ବି. — କୁଣ୍ଡଳୀର ଯେଉଁ ସ୍ଥାନରେ ମନୁଷ୍ୟର ଜନ୍ମସମୟର ଗ୍ରହ ଅବସ୍ଥାନ କରେ — The position occupied by a person's natal planet in the horoscope