ଜନ୍ମମୃତ୍ୟୁ ବହି Janma-mṛutyubahi
- ଜେ. ବି. — ଯେଉଁ ସରକାରି ପୁସ୍ତକ ବା ରେଜିଷ୍ଟରୀରେ ନିର୍ଦ୍ଦିଷ୍ଟ ରାଜକୀୟ ଇଲାକା ମାନଙ୍କରେ ଜନ୍ମ ହେବା ଓ ମରିବା ବ୍ଯକ୍ତିଙ୍କ ବିବରଣ ଲିପିବଦ୍ଧ ହୋଇ ରହେ — Birth and death register
- ଜେ. ବି. — [ଦ୍ର—ଏ ବହିକୁ ଗ୍ରାମର ଚଉକିଦାର ପୂରଣ କରି ପ୍ରତି ସାପ୍ତାହିକ ପାଳିରେ ଥାନାର ଭାରପ୍ରାପ୍ତ କର୍ମଚାରୀଙ୍କୁ ଉକ୍ତ ବିବରଣ ମାନ ଜଣାଏ।]