ଜନ୍ମଜନ୍ମାନ୍ତର Janmajanmāntara

  • ସଂ. ବି. (ଦ୍ୱନ୍ଦ୍ୱ; ଜନ୍ମ+ଜନ୍ମାନ୍ତର) — କୌଣସି ଜୀବର ଏକ ଜନ୍ମ ଓ ତାହାର ପରବର୍ତ୍ତୀ ଅନ୍ଯ ଜନ୍ମମାନ; ପ୍ରତିଜନ୍ମ — Successive births of the same individual
  • ସଂ. ବି. (ଦ୍ୱନ୍ଦ୍ୱ; ଜନ୍ମ+ଜନ୍ମାନ୍ତର) — ଅନନ୍ତକାଳ — Eternity