ଜନ୍ଦାଖାଇ Jandā-khāi
- ଦେ. ବି (ସଂ. ପିଣ୍ଡାର, ପିଣ୍ଡାଳ) — ଏରଣ୍ଡାଦି ବର୍ଗର ଏକ— ପ୍ରକାର ବନ୍ୟ ତରୁ — A kind of wild tree; Trewia Nodiflora; premnum Tomentosa (Haines)
- ଦେ. ବି (ସଂ. ପିଣ୍ଡାର, ପିଣ୍ଡାଳ) — [ଦ୍ର—ଏହା ଜଳ ନିକଟରେ ଜନ୍ମେ। ଏହାର ବକ୍କଳ ତଳେ ଜନ୍ଦାମାନେ ବିଶେଷ ପରିମାଣରେ ରହନ୍ତି; ଏହାର ଫଳ ଛୋଟ ଛୋଟ ମାର୍ବଲ୍ ଭଳି ଓ ଅଖାଦ୍ୟ। ବସନ୍ତ କାଳରେ ଏ ଗଛ ପତ୍ର— ଝଡ଼ାଦିଏ। ପତ୍ର ନ କଅଳୁଣୁଗଛ ଫୁଲ ଧରେ। ପତ୍ର ପାନ ପରି ଆକୃତିବିଶିଷ୍ଟ; ଏ ଗଛର କାଠ ନରମା। ଅଣ୍ଡିରା ଗଛ ମାଈଗଛ ଠାରୁ ପୃଥକ। ଏହା ଫଳର ରସକୁ ବାଲିଜନ୍ଦାଖିଆ ଘାଆରେ ଲଗାଇଲେ କ୍ଷତ ଶୁଖିଯାଏ।]